Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

‘ରିୟା ଚକ୍ରବର୍ତ୍ତୀ’ ବାପାଙ୍କୁ ୫ ଘଣ୍ଟା ଜେରା

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଜୋରଦାର ପଚରାଉଚରା ଚଳାଇଛି ସିବିଆଇ। ଆଜି ରିୟା ଚକ୍ରବର୍ତ୍ତୀଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ସିବିଆଇ ୫ ଘଣ୍ଟା ଧରି ଜେରା କରିଛି ।

ନୂଆଦିଲ୍ଲୀ :ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଜୋରଦାର ପଚରାଉଚରା ଚଳାଇଛି ସିବିଆଇ। ଆଜି ରିୟା ଚକ୍ରବର୍ତ୍ତୀଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ସିବିଆଇ ୫ ଘଣ୍ଟା ଧରି ଜେରା କରିଛି । ମୁମ୍ବାଇ ଡିଆରଡିଓ ଗେଷ୍ଟ ହାଉସରେ ସିବିଆଇ ପଚରାଉଚରା ଜାରି ରଖିଥିଲା । ରିୟାଙ୍କ ବାପାଙ୍କୁ ସିବିଆଇ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ପଚରାଉଚରା କରିଥିବା ସୂଚନା ମିଳିଛି । ଗତକାଲି ସିବିଆଇ ରିୟାଙ୍କ ବାପା ଓ ମାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା ।

Show More

Related Articles

Back to top button