ସ୍ୱାସ୍ଥ୍ୟ

ମହାମାରୀ କରନା ନେଇ ଆପଣ ନିଜର ଆଘ୍ରାଣ ଶକ୍ତି ହରାଉଛନ୍ତି କି?

ତେବେ ଏହି ଉପାୟ ଅବଲମ୍ବନ କରନ୍ତୁ, ଆସନ୍ତୁ ପଢିବା ସେ ବିଷୟରେ

‘ଲସ ଅଫ ସ୍ମେଲ ‘ ଓ ‘ଲସ ଅଫ ଟେଷ୍ଟ’ କରୋନା ମହାମାରୀ ମୁଖ୍ୟ ଲକ୍ଷଣ ଆଟେ | ସ୍ୱାସ୍ଥ୍ୟ ଗବେଷକ ମାନେ କହଛନ୍ତି ଯେ ସାଧାରଣ ଥଣ୍ଡା ରେ ମଧ୍ୟ ଏହି ଲକ୍ଷଣ ଦେଖା ଦେଇ ଥାଏ | ଯଦି ଆପଣ ଏହି ଭଳି କୌଣସି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ତେବେ କିଛିଟା ଖାଇବା ଜିନିଷ ଅଛି ଯେଉଁଥିରୁ ଆପଣ ଆରମ୍ ପାଇ ପାରିବେ |

ଭଜା ଯାଇଥିବା କମଳା- ଭିଟାମିନ ସି ରେ ଭରପୁର କମଳା ଆମର ଇମ୍ୟୁନିଟି କୁ ବଢାଇବା ପାଇଁ ଲାଭଦାୟକ ହୋଇ ଥାଏ | କିନ୍ତୁ ଆପଣ ହୁଏତ ଜାଣିନଥିବା ଆମର ଆଘ୍ରାଣ ଶକ୍ତି କ୍ଷମତା କୁ ଉନ୍ନତ କରିଥାଏ କମଳା | ଲସ ଅଫ ସ୍ମେଲ ର ସମସ୍ୟା ରୁ ଆମେ ଏହାଦ୍ୱାରା ସହଜ ରେ ଏଡାଇ ପାରିବ |

ରସୁଣ – ରସୁଣ ରେ ମଜବୁତ ଆଣ୍ଟି ଭାଇରଲ ଓ ଇମ୍ୟୁନ ବୁଷ୍ଟିଙ୍ଗ ତତ୍ୱ ରହିଛି | ଆୟୁର୍ବେଦ ରେ କୁହାଯାଇଛି ରସୁଣ ରେ ଥିବା ଗୁଣକାରୀ ତତ୍ୱ ଆମର ନାକ ର ପେସେଜ ଭିତରେ ଥିବା ଫୁଲ ଓ ଇନଫେକ୍ସନ ସମସ୍ୟା କମ କରିଥାଇ | ଏହାକୁ ବ୍ୟବହାର କରିବା ଦ୍ୱାରା ମନୁଷ୍ୟ ର ସ୍ୱାଦ ଓ ସୂଂଗିବା ଶକ୍ତି ଉନ୍ନତ ହୋଇଥାଏ | ଆପଣ ଲବଙ୍ଗ ଓ ରସୁଣ ର ପାଣିକୁ ଗରମ କରି ସେବନ କଲେ ଲାଭ ପାଇବେ |

ଶୁଖିଲା ଲଙ୍କା ଗୁଣ୍ଡ – ଶୁଙ୍ଘିବା ଶକ୍ତି ନଷ୍ଟ ହୋଇଯାଇଥିଲେ ଲଙ୍କା ଗୁଣ୍ଡ ଦ୍ୱାରା ଲାଭ ମିଳିବ | ଲଙ୍କା ଗୁଣ୍ଡରେ ଥିବା କେପସା ଇସିନା ଆମର ଓଲଫେକ୍ଟରୀ ସେନସିସ ର ଫୁଙ୍କସଁ କୁ ଠିକ କରି ବନ୍ଦ ନାକ କୁ ଖୋଲି ବାର କାମ କରିଥାଏ | ଏହାକୁ ବ୍ୟବହାର କରିବା ପୂର୍ବରୁ ଏଥିରେ ଗୋଟେ କପ ପାଣି କିମ୍ବା କିଛି ମହୁ ମିଶାଇବା ଆବଶ୍ୟକ |

Show More

Related Articles

Back to top button