Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ କୋହଲା ପାଗ, କିଛି ସ୍ଥାନରେ ହାଲୁକା ବର୍ଷା

ଭୁବନେଶ୍ୱର- ରାଜ୍ୟରେ କୋହଲା ପାଗ ଅନୁଭୂତ ହୋଇଛି । ଜଳୀୟବାଷ୍ପ ପୂର୍ଣ୍ଣ ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କୋହୋଲା ପାଗ ସହ କିଛି ଜିଲ୍ଲାରେ ହାଲୁକା ବର୍ଷା ଲାଗିରହିଛି । ଭୁବନେଶ୍ୱର ସମେତ ପୁରୀ,ଜଗତସିଂହପୁର, ଗଞ୍ଜାମରେ ବର୍ଷା ରେକର୍ଡ ହୋଇଛି ।

Show More

Related Articles

Back to top button