Breaking PLUSଦେଶମୁଖ୍ୟ ଖବର

ସୁଡଙ୍ଗରେ ଫସିରହିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିଲା ଏଣ୍ଡୋସ୍କୋପିକ ଫ୍ଲେକ୍ସି କ୍ୟାମେରା, ସମସ୍ତ ସୁରକ୍ଷିତ

ଉତ୍ତରକାଶୀ- 9ଦିନ ପରେ ସୋମବାର ସିଲକ୍ୟାରା ସୁଡଙ୍ଗରେ ରେସକ୍ୟୁ ଟିମକୁ ବିଶେଷ ସଫଳତା ମିଳିଛି । ଟନେଲରେ ଫସିରହିଥିବା ଶ୍ରମିକଙ୍କ ପାଖରେ ସେକେଣ୍ଡାରା ଲାଇପ୍ ଲାଇନ୍ 6ଇଞ୍ଚର ପାଇପକୁ ପହଞ୍ଚାଯାଇଛି ।ଅନ୍ୟପଟେ 9ଦିନ ପରେ ପ୍ରଥମ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ସମସ୍ତ ସୁରକ୍ଷିତ ଥିବା ଦେଖିବାକୁ ମିଳିଛି ।
ସୋମବାର ରାତିରେ ପାଇପ ପହଞ୍ଚିବା ପରେ ରେସକ୍ୟୁ ଟିମ୍ ସୁଡଙ୍ଗ ଭିତରକୁ ପାଇପ ମାଧ୍ୟମରେ କ୍ୟାମେରା ପହଞ୍ଚାଇଥିଲା । କ୍ୟାମେରା ଜରିଆରେ ଆଖପାଖ ଅଞ୍ଚଳରେ ଭୂସ୍ଖଳନର ସ୍ଥିତି ନେଇ ଫଟୋ ନିଆଯିବ ବୋଲି ସୂଚନା ମିଳିଛି ।

Show More

Related Articles

Back to top button