Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଦେଶର ପ୍ରଥମ ଥ୍ରୀଡି ପୋଷ୍ଟ ଅଫିସ

ବେଙ୍ଗାଲୁରୁରେ ଉଦଘାଟନ କଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବେଙ୍ଗାଲୁରରେ ପ୍ରଥମ ଥ୍ରୀଡି ମୁଦ୍ରିତ ଡାକଘରର ଉଦଘାଟନ କରିଛନ୍ତି । ଅଲସୁର ବଜାର ନିକଟରେ କେମ୍ବ୍ରିଜ୍ ଲେଆଉଟ୍ ନିକଟରେ ଏଗାରଶହ ବର୍ଗଫୁଟ ଜାଗାରେ ଥ୍ରୀଡି ମୁଦ୍ରିତ ଡାକଘର ଭବନର ଉଦଘାଟନ କରାଯାଇଛି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଅନେକ ପ୍ରଯୁକ୍ତିବିଦ୍ୟା ବିକଶିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଥ୍ରୀଡି-ମୁଦ୍ରିତ କୋଠା ନିର୍ମାଣ ବେଶ୍ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଦେଶ ପାଖରେ ଏବେ ଏଭଳି ଏକ ନେତୃତ୍ୱ ଅଛି ଯାହାକି ନିର୍ଣ୍ଣାୟକ ଏବଂ ତାକୁ ଆମ ଦେଶବାସୀଙ୍କ କ୍ଷମତା ଉପରେ ଭରସା ରହିଛି, ତେଣୁ ଏହା ସବୁ ସମ୍ଭବ ହୋଇପାରୁଛି ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।….

Show More

Related Articles

Back to top button