Breaking PLUSଦେଶ ବିଦେଶମୁଖ୍ୟ ଖବର

ମହାରାଷ୍ଟ୍ର ଅମରାବତୀରେ ଡଙ୍ଗା ବୁଡି ୧୧ ଜଣଙ୍କ ମୃତ୍ୟୁ, ୮ ଜଣ ନିଖୋଜ

ମହାରାଷ୍ଟ୍ର ଅମରାବତୀରେ ଡଙ୍ଗା ବୁଡି ଘଟଣାରେ ୧୧ଜଣଙ୍କ ମୃତ୍ୟୁ ଘଟଛି। ସେହିପରି ୮ ଜଣ ନିଖୋଜ ଅଛନ୍ତି। ସ୍ଥାନୀୟ ଓ୍ବର୍ଦ୍ଦା ନଦୀରେ ଏଭଳି ଅଘଟଣ ଘଟିଛି। ଆବଶ୍ୟକତାଠାରୁ ଅଧିକ ଲୋକ ଡଙ୍ଗାରେ ଥିବାରୁ ଏହା ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିବା କୁହାଯାଉଛି।

ମହାରାଷ୍ଟ୍ର ଅମରାବତୀରେ ଡଙ୍ଗା ବୁଡି ଘଟଣାରେ ୧୧ଜଣଙ୍କ ମୃତ୍ୟୁ ଘଟଛି। ସେହିପରି ୮ ଜଣ ନିଖୋଜ ଅଛନ୍ତି। ସ୍ଥାନୀୟ ଓ୍ବର୍ଦ୍ଦା ନଦୀରେ ଏଭଳି ଅଘଟଣ ଘଟିଛି। ଆବଶ୍ୟକତାଠାରୁ ଅଧିକ ଲୋକ ଡଙ୍ଗାରେ ଥିବାରୁ ଏହା ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିବା କୁହାଯାଉଛି। ଖବର ପାଇ ପ୍ରାାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Show More

Related Articles

Back to top button