ଦେଶ ବିଦେଶସ୍ୱାସ୍ଥ୍ୟ

ଶିକ୍ଷାନୁଷ୍ଠାନ ମାନଙ୍କ ପାଇଁ ଫାଷ୍ଟ-ଏଡ୍ ଆପ

ଅତ୍ୟନ୍ତ ଜରୁରୀ କାଳୀନ ପରିସ୍ଥିତିରେ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ପହଂଚିବା ନିମନ୍ତେ ଫାଷ୍ଟ-ଏଡ୍ ଆପକୁ ବ୍ୟବହାର କରିପାରିବେ

ଜରୁରୀକାଳୀନ ସ୍ଥିତିରେ ସ୍କୁଲରେ ବୃତ୍ତିଗତ ସ୍ୱାସ୍ଥ୍ୟ ଅଧିକାରୀମାନେ ପହଞ୍ଚିବା ପୂର୍ବରୁ କିଭଳି ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ନିଜକୁ ଫାଷ୍ଟ-ଏଡ୍ ପ୍ରକ୍ରିୟା ଅନ୍ତର୍ଗତ ମୁକାବିଲା କରିବାରେ ସକ୍ଷମ ହୋଇପାରିବେ, ସେ ନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଫାଷ୍ଟ-ଏଡ୍ ମୋବାଇଲ ଆପ୍‌କୁ ବିକଶିତ କରାଯାଇଛି।

ଏହି ଆପ୍‌କୁ ସମସ୍ତ ରାଜ୍ୟ ଶିକ୍ଷା ବିଭାଗର ୱେବସାଇଟ୍‌ରେ ଅପ୍‌ଲୋଡ୍ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସମସ୍ତ ରାଜ୍ୟର ଶିକ୍ଷା ବିଭାଗର ପ୍ରମୁଖ ସଚିବମାନଙ୍କୁ ପତ୍ର ଲେଖିଥିବା ଜଣାପଡ଼ିଛି।

Show More

Related Articles

Back to top button