Breaking PLUSଦେଶମୁଖ୍ୟ ଖବର

ଆପ୍ ନେତା ଦୀପକ ସିଂଗଲାଙ୍କ ବାସଭବନ ସମେତ ଅନେକ ସ୍ଥାନରେ ଇଡି ରେଡ୍

ନୂଆଦିଲ୍ଲୀ- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ଘୋଟାଲା ସହ ଜଡିତ ମନି ଲଣ୍ଡରଂ ମାମଲାରେ ଦିଲ୍ଲୀ ଓ ଏନସିଆରରେ ଆପ ନେତା ଦୀପକ ସିଂଗଲାଙ୍କ ବାସଭବନ ସହିତ ଅନେକ ସ୍ଥାନରେ ରେଡ୍ କରିଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରି ପରେ ଦୀପକ ସିଂଗଲା ଦ୍ୱିତୀୟ ପାର୍ଟି ନେତା ଅଟନ୍ତି, ଯାହାଙ୍କ ଘରେ ଇଡି ରେଡ୍ କରିଛି । ସିଂଗଲା ବିଶ୍ୱାସନଗରରୁ ଆପ୍ ଟିକେଟରେ ବିଧାନସଭା ନିର୍ବାଚନ ଲଢିଥିଲେ । ଏହାପରେ ମାର୍ଚ୍ଚ 23ରେ ଆପ୍ ବିଧାୟକ ଗୁଲାବ ସିଂହ ଯାଦବଙ୍କ ଘରେ ଇଡି ରେଡ୍ କରିଥିଲା ।

Show More

Related Articles

Back to top button