Breaking PLUSଦେଶମୁଖ୍ୟ ଖବର

ଜମ୍ମୁ-କଶ୍ମୀରରେ ଭୂକମ୍ପ ଝଟ୍‌କା

ଜମ୍ମୁ, 2 ଜାନୁୟାରୀ – ମଙ୍ଗଳବାର ଜମ୍ମୁକଶ୍ମୀରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଜମ୍ମୁ କଶ୍ମୀରରେ 11.33 ମିନିଟ ସମୟରେ ରିକ୍ଟର ସ୍କେଲରେ 3.9 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଭୂମିଠାରୁ 5କିଲୋମିଟର ତଳେ ଏହାର ଗଭୀରତା ରେକର୍ଡ କରାଯାଇଛି । ତେବେ ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇନାହିଁ ।

Show More

Related Articles

Back to top button