Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଫଗାନିସ୍ତାନରେ ଭୂକମ୍ପ ଝଟ୍‌କା, 4.3 ତୀବ୍ରତାର ଭୂକମ୍ପ

କାବୁଲ, 12 ଜାନୁୟାରୀ – ଆଫଗାନିସ୍ତାନରେ ଆଜି ପୁଣି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । 24ଘଣ୍ଟାରେ ଦ୍ୱିତୀୟ ଧରି ଥରିଛି ଆଫଗାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି 4.3 । ଭୂମି ଠାରୁ 17 କିଲୋମିଟର ଗଭୀରରେ ଏହାର କେନ୍ଦ୍ର ରହିଛି । ଗୁରୁବାର ଦିନ ମଧ୍ୟ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭାରତ ପକିସ୍ତାନରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇଥିଲା । ପାକିସ୍ତାନର ଲାହୋର, ଇସଲମାବାଦ ପରି ସହରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭାରତର ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଯାହାର ତୀବ୍ରତା 6.1 ରେକର୍ଡ ହୋଇଥିଲା ।

Show More

Related Articles

Back to top button