Breaking PLUSଓଡ଼ିଶାମୁଖ୍ୟ ଖବର

ବଙ୍ଗୋପସାଗର ତଟବର୍ତ୍ତୀ ଅଂଚଳରେ ଭୂକମ୍ପ ଅନୁଭୂତ

ବଙ୍ଗୋପସାଗର ତଟବର୍ତ୍ତୀ ଅଂଚଳରେ ଆଜି ୪.୨ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ରେକର୍ଡ କରାଯାଇଛି। ଭୂକମ୍ପ ନିରୋଧୀ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଭାରତୀୟ ସମୟ ୧୧.୨୩ ମିନିଟରେ ୨୬ ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ନିରୋଧୀ କେନ୍ଦ୍ର ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ୮.୦୪ ଅକ୍ଷାଂଶରୁ ୮୯.୬୫ ଦ୍ରାଘିମା ମଧ୍ୟରେ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ୯୦ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଛି।

Show More

Related Articles

Back to top button