Breaking PLUSଦେଶମୁଖ୍ୟ ଖବର

ଆର୍ଥମୁଭର ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ସମେତ 3 ମୃତ

ରିୟାସୀ- ଜମ୍ମୁର ରିୟାସି ଜିଲ୍ଲାରେ ଏକ ଆର୍ଥମୁଭର ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଡ୍ରାଇଭରଙ୍କ ସମେତ 3ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଜିଲ୍ଲାର ସୁଙ୍ଗରୀରେ ଏକ ଆର୍ଥମୁଭିଂ ମେସିନ ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ଡ୍ରାଇଭର ସମେତ 3ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଦୁଇଜଣଙ୍କ ପରିଚୟ ଜଣାପଡିଛି । ଜଣେ ହେଲେ ମୁନସୀ ନୀତୀଶ କୁମାର ଓ ରାଜିନ୍ଦର ସିଂହ । ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

Show More

Related Articles

Back to top button