Breaking PLUSଓଡ଼ିଶାମୁଖ୍ୟ ଖବର

ଆସୁଛନ୍ତି ଜଳ ମାନବ

ଓଡିଶା ଗସ୍ତରେ ଡ. ରାଜେନ୍ଦ୍ର ସିଂ

ଓଡିଶା ଆସୁଛନ୍ତି ଜଳ ମାନବ ଡ. ରାଜେନ୍ଦ୍ର ସିଂ । ଖରସ୍ରୋତା ବଞ୍ଚାଅ ଆନ୍ଦୋଳନ କୁ ସମର୍ଥନ ପାଇଁ ସେ ଅପରାହ୍ନ ତିନିଟାରେ ରାଜକନିକାର ଅଚ୍ୟୁତପୁର ଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ l ମୁମ୍ବାଇରୁ ଆସି ସେ ବିମାନ ବନ୍ଦରରେ ଆଜି ୧୨:୧୫ ରେ ପହଞ୍ଚିବେ l ବିମାନ ବନ୍ଦରରେ ସେ କିଛି ସମୟ ପାଇଁ ସାମ୍ବାଦିକ ମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେପଟେ ରାଜେନ୍ଦ୍ରଙ୍କ ଗସ୍ତକୁ ନେଇ ଖରସ୍ରୋତା ବଞ୍ଚାଅ ଆନ୍ଦୋଳନ ସମିତି ବେସ୍ ଉତ୍ସାହିତ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନ ସମିତି ପ୍ରବକ୍ତା ପ୍ରସନ୍ନ ବିଶୋଇ ।

Show More

Related Articles

Back to top button