Breaking PLUSଅପରାଧଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ ଡବଲ ମର୍ଡର

ରାଜଧାନୀରେ ଅଭାବନୀୟ ଘଟଣା । ଭୁବନେଶ୍ୱର ତମାଣ୍ଡୋ ଥାନା କଳିଙ୍ଗନଗର ଅଞ୍ଚଳରେ ଡବଲ ମର୍ଡର । ୧୦ ବର୍ଷର ପୁଅ ଓ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର । ଘରେ ପଡ଼ିଛି ଉଭୟଙ୍କ ମୃତଦେହ । ଘଟଣା ସ୍ଥଳରେ ତମାଣ୍ଡୋ ଥାନା ପୋଲିସର ତଦନ୍ତ ଜାରି ।

Show More

Related Articles

Back to top button