Breaking PLUSଖେଳ

ଟି-୨୦ ବିଶ୍ୱକପ: ଆଜି ଦକ୍ଷିଣ ଆଫ୍ରିକାର ଦମଦାର୍ ବିଜୟ

ଆଇସିସି ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛି । ଆଜି ଦକ୍ଷିଣ ଆଫ୍ରିକାର ଚତୁର୍ଥ ମୁକାବିଲାରେ ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କରି ଚଳିତ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି । ଏହା ସହ ଦକ୍ଷିଣ ଆଫ୍ରିକା ତା’ର ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିଛି ।

Show More

Related Articles

Back to top button