Breaking PLUSଓଡ଼ିଶାମୁଖ୍ୟ ଖବର

ଘରୋଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଶିଶୁ ମୃତ

ଭୁବନେଶ୍ୱର, 18 ଜାନୁଆରୀ – କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପୁରୁଣିଆ ନିକଟରେ ଏକ ଘରୋଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଶିଶୁର ମୃତ୍ୟୁ ହୋଇଥିବା ବେଳେ 4ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଶିଶୁପୁତ୍ରର ମାନସିକ ଥିବାରୁ ଘଟଗାଁ ତାରିଣୀ ଦର୍ଶନ ସାରି ଘରୋଇ ଆମ୍ବୁଲାନ୍ସରେ ପରିବାର ଲୋକେ ଫେରୁଥିବା ସମୟରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି ।

Show More

Related Articles

Back to top button