Breaking PLUSଓଡ଼ିଶାମୁଖ୍ୟ ଖବର

ଦୋଳ ପୂର୍ଣ୍ଣିମା ଓ ହୋଲିର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, 25 ମାର୍ଚ୍ଚ – ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲିର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଅଭିନନ୍ଦନ ।ଆପଣ ସମସ୍ତଙ୍କୁ ହୋଲିର ହାର୍ଦ୍ଦିକ ଶୁଭକାମନା । ରଙ୍ଗ, ଉତ୍ସାହ ଓ ଉଲ୍ଲାସର ଏହି ପବିତ୍ର ପର୍ବ ଆପଣ ସମସ୍ତଙ୍କ ଜୀବନରେ ଖୁସିର ସବୁ ରଙ୍ଗ ଭରିଦେଉ ।

Show More

Related Articles

Back to top button