Breaking PLUS

ସୁଶାନ୍ତ ସିଂ ମୃତ୍ୟୁ ମାମଲାର CBI ତଦନ୍ତ ହେବା ଜରୁରୀ: ଫଡନାବିସ୍

ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସନ୍ଦେହ ଘେରରେ ଥିବାବେଲେ , ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଏହାର CBI ତଦନ୍ତ ଦାବି କରିଛନ୍ତି । ଦେବେନ୍ଦ୍ର କହିଲେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆ ତଦନ୍ତ ହେବା ଆବସ୍ୟକ ।ତେବେ ଏହି ମାମଲାରେ ମନିଲଣ୍ଡେରିଂ ହୋଇଥିବା ଅଭିଯୋଗ ଆଣିଛି ବିଜେପି । କିନ୍ତୁ ମହାରାଷ୍ଟ୍ରର ଉଦ୍ଧବ ସରକା CBI ତଦନ୍ତ ହେବା ନେଇ ସିଧା ସଳଖ ମନା କରିଦେଇଛନ୍ତି ।

Show More

Related Articles

Back to top button