ଆଇନ କାନୁନଓଡ଼ିଶାସ୍ୱତନ୍ତ୍ର

ଧାରଣାକୁ ପୂରିଲା ୩୨ ଦିନ , ଏବେବି ନ୍ୟାୟ ଅପେକ୍ଷାରେ ଦୀପିକା

ନ୍ୟାୟ ଦାବିରେ ଶାଶୂ ଘର ସାମ୍ନାରେ ବସିଛନ୍ତି ବ୍ରହ୍ମପୁରର ଦୀପିକା । ଏହାରି ମଧ୍ୟରେ ପୂରିଗଲାଣି ୩୨ ଦିନ । କିନ୍ତୁ ହାର ମାନିନାହାଁନ୍ତି ସେ । ଗତ ବୁଧବାର ଦୀନେଶଙ୍କ ଘର ସାମ୍ନାରେ ଗଣେଶ ପୂଜା କିବା ସହ ୧୦୮ ଦୀପ ଜାଳିଛନ୍ତି ଦୀପିକା ।

ଅନ୍ୟପଟେ ଗତକାଲିଠାରୁ ଘରୁ ବାହାରକୁ ଚାଲିଯାଇଛନ୍ତି ଦୀନେଶଙ୍କ ପରିବାର ଲୋକ । ଘର ସାମ୍ନାରେ ତାଲା ଝୁଲୁଛି । ଦୀପିକା ଦାବି କରିଆସୁଛନ୍ତି ଯେ, ତାଙ୍କୁ ସ୍ତ୍ରୀର ମାନ୍ୟତା ମିଳୁ ଓ ତାଙ୍କ ପୁଅକୁ ପରିଚୟ ମିଳୁ ।

Show More

Related Articles

Back to top button