ଓଡ଼ିଶାପାଣିପାଗ

ଘଣ୍ଟାପ୍ରତି ୨୫ କି.ମି. ବେଗରେ ଗତି କରୁଛି ବାତ୍ୟା ଗୁଲାବ

ଗୋପାଳପୁର ଆଡକୁ ମୁହାଁଉଛି ବାତ୍ୟା ‘ଗୁଲାବ’ । ପାଣିପାଗ ବିଭାଗର ସୂଚନାନୁଯାୟୀ, ଅପରାହ୍ନ ୪ଟା ୩୦ ସୁଦ୍ଧା ବାତ୍ୟା ଗୁଲାବ ଗୋପାଳପୁରଠାରୁ ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗକୁ ୯୫ କି.ମି. ଦୂରରେ ରହିଛି । ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ଗୁଲାବ । ଆଜି ସନ୍ଧ୍ୟା ଅର୍ଥାତ ୮ଟାରୁ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ମଧ୍ୟରାତ୍ର ସୁଦ୍ଧା ଲ୍ୟାଣ୍ଡଫଲ ପକ୍ରିୟା ଶେଷ ହୋଇଯାଇପାରେ ।
ସେହିପରି କଳିଙ୍ଗପଟନମର ପୂର୍ବ ଓ ଉତ୍ତର ପୂର୍ବ ଦିଗକୁ ୧୦୫ କିଲୋମିଟର ଦୂରରେ ରହିଛି ‘ଗୁଲାବ’ ।

Show More

Related Articles

Back to top button