ଖେଳମୁଖ୍ୟ ଖବର

ଚେନ୍ନାଇ ସୁପରକିଙ୍ଗରେ ୧୦ ଜଣ କୋରୋନା ପଜିଟିଭ୍

ଚେନ୍ନାଇ ସୁପରକିଙ୍ଗସର ପ୍ରାୟ ୧୦ଜଣ ଖେଳାଳି ଓ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରେ ଭାରତୀୟ ଖେଳାଳି ଥିବା ସୂଚନା ମିଳିଛି ।

ମୁମ୍ବାଇ : ଚେନ୍ନାଇ ସୁପରକିଙ୍ଗସର ପ୍ରାୟ ୧୦ଜଣ ଖେଳାଳି ଓ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରେ ଭାରତୀୟ ଖେଳାଳି ଥିବା ସୂଚନା ମିଳିଛି । ଆଇପିଏଲ ଖେଳିବାକୁ ଗତ ୨୧ ତାରିଖରେ ଦୁବାଇ ଯାଇଥିଲା ଟିମ ଚେନ୍ନାଇ ସୁପରକିଙ୍ଗସ । ସମସ୍ତ ଖେଳାଳି କ୍ୱାରେଣ୍ଟାଇନରେ ଥିବା ବେଳେ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି।

Show More

Related Articles

Back to top button