Breaking PLUSଓଡ଼ିଶାମୁଖ୍ୟ ଖବର

କଟକ ସହରରେ ୨୦୪ ନୂଆ କୋରୋନା ସଂକ୍ରିମିତ

କଟକ ସହରରେ ଆଜି ମୋଟ ୨୦୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୬ ଜଣ ସଂଗରୋଧ କେନ୍ଦ୍ରରୁ, ୭୪ ଜଣ ହୋମ କ୍ୱାରେନଣ୍ଟାଇନରୁ ଓ ୭୪ ଜଣ ସ୍ଥାନୀୟ ସଂକ୍ରମଣ ।

କଟକ: କଟକ ସହରରେ ଆଜି ମୋଟ ୨୦୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୬ ଜଣ ସଂଗରୋଧ କେନ୍ଦ୍ରରୁ, ୭୪ ଜଣ ହୋମ କ୍ୱାରେନଣ୍ଟାଇନରୁ ଓ ୭୪ ଜଣ ସ୍ଥାନୀୟ ସଂକ୍ରମଣ । ଏହି ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ବର୍ତ୍ତମାନ ସୁଦ୍ଧା ୪,୩୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୨,୬୦୦ ଜଣ ସୁସ୍ଥ ହୋଇଛନ୍ତି। ଏହାସହ ୨୩ ଜଣଙ୍କର ମୃତ୍ୟୁ ଘଟିଛି।

Show More

Related Articles

Back to top button