Breaking PLUSଓଡ଼ିଶାମୁଖ୍ୟ ଖବର

କାର୍ତ୍ତିକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ ସୋମବାର ଦେଖାଯାଇଛି। ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇଛନ୍ତି ଶ୍ରଦ୍ଧାଳୁ। ସିଂହଦ୍ୱାରରୁ ମାର୍କେଟ୍‌‌ ଛକ ଯାଏଁ ଭିଡ ରହିଛି। ଅନେକ ସମୟ ଧରି ଧାଡିରେ ଛିଡା ହୋଇ ଜଣେ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ ହୋଇଥିବା ଜଣାପଡିଛି। ପ୍ରାଥମିକ ଚିକିତ୍ସା ପରେ ଜିଲା ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶ୍ରଦ୍ଧାଳୁ ଜଣଙ୍କ ଗଞ୍ଜାମ ଜିଲାର ହୋଇଥିବା ସୂଚନା ମିଳିଛି।

Show More

Related Articles

Back to top button