Breaking PLUSଓଡ଼ିଶାମୁଖ୍ୟ ଖବର

ଭିତରକନିକାରେ କୁମ୍ଭୀର ଗଣନା

ଭୁବନେଶ୍ୱର, 10 ଡିସେମ୍ବର – ଭିତରକନିକାର ୪ଟି ରେଞ୍ଜରେ କୁମ୍ଭୀର ଗଣନା ଜାରି ରହିଛି । ଗହିରମଥା, ଭିତରକନିକା, ରାଜନଗର ଓ ମହାକାଳପଡ଼ାରେ ଗଣନା କରାଯାଉଛି । ୩ ଦିନ ଯାଏଁ ଚାଲିବ କୁମ୍ଭୀର ଗଣନା ପ୍ରକ୍ରିୟା । ଏହି ଗଣନା କାର୍ଯ୍ୟରେ ୨୨ଟି ଟିମ୍ ସାମିଲ୍‌ ହୋଇଛନ୍ତି ।

Show More

Related Articles

Back to top button