Breaking PLUSଦେଶମୁଖ୍ୟ ଖବର

ଭାରତରେ କ୍ରମାଗତ ଭାବେ ହ୍ରାସ ପାଉଛି କରୋନା ସଂକ୍ରମଣ, ଆସନ୍ତୁ ଜାଣିବା ଆଜିର କରୋନା ଅପଡେଟ

ଦେଶରେ କ୍ରମାଗତ ଭାବେ କରୋନା ସଂକ୍ରମଣରେ ହ୍ରାସ ଘଟୁଛି । ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ୧୦ ହଜାରରୁ ସାମାନ୍ୟ ଅଧିକ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୧୦,୧୨୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୩୩୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୧ ହଜାର ୩୮୯ ରେ ପହଞ୍ଚିଛି ।

ଏଥିସହ ୨୪ ଘଣ୍ଟା ମଧ୍ୟରେ ୧୧,୯୮୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଏଯାଏ ମୋଟ ୩,୩୭,୭୫,୦୮୬ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ସଂପ୍ରତି ୧,୪୦,୬୩୮ ଜଣ ସକ୍ରିୟ କରୋନା ମାମଲା ରହିଛି ।

Show More

Related Articles

Back to top button