Breaking PLUS

ଅଷ୍ଟ୍ରେଲିଆରେ କୋଭାକ୍ସିନ୍‌କୁ ଗ୍ରୀନ ସିଗିନାଲ

କୋଭାକ୍ସିନକୁ ମିଳିଛି ଅଷ୍ଟ୍ରେଲିଆର ଅନୁମୋଦନ । ହେଲେ ଭାରତରେ ତିଆରି ହୋଇଥିବା କରୋନା ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦନ ମିଳିପାରିନାହିଁ । କିନ୍ତୁ ଅଷ୍ଟ୍ରେଲିଆ ସରକାର ଏହାକୁ ଅନୁମୋଦିତ ଟିକା ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି । ଯାତ୍ରୀଙ୍କ ଟିକାକରଣ ସ୍ଥିତି ପାଇଁ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ଅଷ୍ଟ୍ରେଲିଆ ଅନୁମୋଦନ କରିଛି । ଅଷ୍ଟ୍ରେଲିଆରେ ଅବସ୍ଥାପିିତ ଥିବା ଭାରତର ହାଇ କମିଶନର ବରୀ ଓ ଫାରେଲ ଏହି ସୂଚନା ଦେଇଛନ୍ତି ।କୋଭାକ୍ସିନ ଅଷ୍ଟ୍ରେଲିଆ ସରକାରଙ୍କ ଠାରୁ ଏହି ଗ୍ରୀନ ସିଗିନାଲ ପାଇଛି ।

 

Show More

Related Articles

Back to top button