Breaking PLUSରାଜନୀତି

ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ଅଖିଳେଶ

୨୦୨୨ ବିଧାନସଭା ନିର୍ବାଚନ ଲଢିବେ ନାହିଁ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ । ଏନେଇ ସେ ନିଜେ ଘୋଷଣା କରିଛନ୍ତି । ଆଜମଗଡର ସାଂସଦ ଅଖିଳେଶଙ୍କ ଏହି ନିଷ୍ପତି ଅନ୍ୟ ଦଳଗୁଡିକୁ ଚିନ୍ତାରେ ପକାଇଛି । ବିଜେପ ସମେତ ଅନ୍ୟ ଦଳଗୁଡିକ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏସପି ଓ ଆରଏଲଡି ମଧ୍ୟରେ ୨୦୨୨ ନିର୍ବାଚନ ପାଇଁ ମେଂଟ ହୋଇଛି ।

 

 

Show More

Related Articles

Back to top button