Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆଜି ୩୧୧୦ କରୋନା ସଂକ୍ରମିତ ସୁସ୍ଥ

ଆଜି ମୋଟ ୩୧୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ସୁସ୍ଥଙ୍କ ସଂଖ୍ୟା ୧ଲକ୍ଷ ୫ହଜାର ୨ଶହ ୯୫କୁ ବୃଦ୍ଧି ପାଇଛି ।

ଭୁବନେଶ୍ୱର ; ଆଜି ମୋଟ ୩୧୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ସୁସ୍ଥଙ୍କ ସଂଖ୍ୟା ୧ଲକ୍ଷ ୫ହଜାର ୨ଶହ ୯୫କୁ ବୃଦ୍ଧି ପାଇଛି । ଆଜି ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୧୫ଜଣ , ପୁରୀରୁ ୨୦୨, କଟକରୁ ୧୫୪ଜଣ, ମୟୁରଭଞ୍ଜରୁ ୧୩୧, କେନ୍ଦ୍ରାପଡାରୁ ୧୨୩ଜଣ ଢେ଼ଙ୍କାନାଳରୁ ୧୦୩ଜଣ, ବାଲେଶ୍ୱରରୁ ୧୦୨ଜଣ ସମ୍ବଲପୁରରୁ ୧୦୦, ଯାଜପୁରରୁ ୯୮, ଗଞ୍ଜାମରୁ ୯୫, ଝାରସୁଗୁଡ଼ାରୁ ୯୫, କୋରାପୁଟରୁ ୯୨, ବରଗଡ଼ରୁ ୬୦, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୬୦, କେନ୍ଦୁଝରରୁ ୫୮, ସୁନ୍ଦରଗଡ଼ରୁ ୫୦, ରାୟଗଡ଼ାରୁ ୪୩, ଭଦ୍ରକରୁ ୪୨, ଜଗତସିଂହପୁରରୁ ୪୧, ବଲାଙ୍ଗିରିରୁ ୩୪, ନବରଙ୍ଗପୁରରୁ ୩୨, ମାଲାକାନାଗିରିରୁ ୨୯, ନୟାଗଡ଼ରୁ ୨୦, ଗଜପତିରୁ ୨୦, ସୋନପୁରରୁ ୧୬, ନୂଆପଡ଼ାରୁ ୭, ବୌଧରୁ ୩ , ଅନୁଗୁଳ ଓ ଦେଓଗଡ଼ରୁ ପ୍ରତ୍ୟେକ ୩ଜଣ ଲେଖାଁଏ ରୋଗୀ ସୁସ୍ଥ ହୋଇଛନ୍ତି ।

Show More

Related Articles

Back to top button