Breaking PLUSଓଡ଼ିଶାମନୋରଞ୍ଜନମୁଖ୍ୟ ଖବର

ଘରୁ ବାହାରିଲେ ବର୍ଷା

ବିବାଦ ପରେ ପ୍ରଥମ ଥର ପାଇଁ ଘରୁ ବାହାରକୁ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

କଟକ : ବିବାଦ ପରେ ପ୍ରଥମ ଥର ପାଇଁ ଘରୁ ବାହାରକୁ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏହାକୁ ନେଇ ଏବେ ସାଧାରଣରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । କଟକ ନନ୍ଦିସାହି ଶାଶୁଘରୁ ସୁରକ୍ଷା କର୍ମୀଙ୍କ ସହ ବାହାରକୁ ଯାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ଘର ବାହାରେ ବର୍ଷାଙ୍କ ସମ୍ପର୍କୀୟ କେହି ଜଣେ ତାଙ୍କୁ କାରରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି । ତେବେ ବର୍ଷା କେଉଁଠାକୁ ଓ କାହା ପାଖକୁ ଯାଇଛନ୍ତି ଏନେଇ କିଛି ସ୍ପଷ୍ଟ ଜଣାପଡି ନାହିଁ ।

Show More

Related Articles

Back to top button