Breaking PLUSଓଡ଼ିଶାମୁଖ୍ୟ ଖବର

ସୁସ୍ଥ ହେଲେ ୨୫୧୦ ଜଣ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି ସୁସ୍ଥ ହେଲେ ୨୫୧୦ ଜଣ କରୋନା ଆକ୍ରାନ୍ତ। ଏହି ଆକ୍ରାନ୍ତଙ୍କୁ ମିଶାଇ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୫ ହଜାର ୩୨୩ରେ ପହଞ୍ଚିଛି।

ଭୁବନେଶ୍ୱର: ରାଜ୍ୟରେ ଆଜି ସୁସ୍ଥ ହେଲେ ୨୫୧୦ ଜଣ କରୋନା ଆକ୍ରାନ୍ତ। ଏହି ଆକ୍ରାନ୍ତଙ୍କୁ ମିଶାଇ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୫ ହଜାର ୩୨୩ରେ ପହଞ୍ଚିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ୪୩୫, ଗଂଜାମ ଜିଲ୍ଲାରୁ ୨୭୭, କଟକ ଜିଲ୍ଲାରୁ ୨୨୫, ପୁରୀ ଜିଲ୍ଲାରୁ ୨୧୮, ଯାଜପୁର ଜିଲ୍ଲାରୁ ୧୩୫ , ମୟୂରଭଂଜ ଜିଲ୍ଲାରୁ ୧୧୯ ଓ ବାଲେଶ୍ୱର ଜିଲ୍ଲାରୁ ୧୦୧, ଗଜପତି ଜିଲ୍ଲାରୁ ୮୯, ମାଲକାନଗିରି ଜିଲ୍ଲାରୁ ୭୫, ସୁନ୍ଦରଗଡ଼ ଜିଲ୍ଲାରୁ ୭୨, ସମ୍ବଲପୁର ଜିଲ୍ଲାରୁ ୬୪, ବଲାଙ୍ଗୀର ଜିଲ୍ଲାରୁ ୫୧, କଳାହାଣ୍ଡି ଜିଲ୍ଳାରୁ ୪୮ , କନ୍ଧମାଳ ଜିଲ୍ଲାରୁ ୪୭, ଭଦ୍ରକ ଜିଲ୍ଲାରୁ ୪୩ , ଝାରସୁଗୁଡ଼ା ଜିଲ୍ଲାରୁ ୪୨, ସୁବର୍ଣ୍ଣପୁର ଜିଲ୍ଲାରୁ ୩୮, ବରଗଡ଼ ଜିଲ୍ଲାରୁ ୩୬ , ନୟାଗଡ଼ ଜିଲ୍ଲାରୁ ୩୩ , ବୌଦ୍ଧ ଜିଲ୍ଲାରୁ ୩୧, ଢେଙ୍କାନାଳ ଜିଲ୍ଲାରୁ ୩୦, କେନ୍ଦୁଝର ଜିଲ୍ଲାରୁ ୩୦, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୫, ରାୟଗଡ଼ା ଜିଲ୍ଲାରୁ ୨୫, ଜଗତସିଂହପୁର ଜିଲ୍ଲାରୁ ୧୭ , ନବରଂଗପୁର ଜିଲ୍ଲାରୁ ୧୧, ଅନୁଗୁଳ, ଦେବଗଡ଼ ଜିଲ୍ଲାରୁ ୫-୫ ଜଣ, ଦେବଗଡ଼ ଓ ନୂଆପଡ଼ା ଜିଲ୍ଲାରୁ ୩-୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରାଯାଇଛି।

Show More

Related Articles

Back to top button