Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ୭୬. ୨୪%କୁ ବୃଦ୍ଧି ପାଇଛି ଆରୋଗ୍ୟ ହାର

ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୭୬. ୨୪%କୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ଆଉ ୫୬ ହଜାର ସଂକ୍ରମିତ କୋରୋନାରୁ ସୁସ୍ଥ ହୋଇଛନ୍ତି।

ନୂଆଦିଲ୍ଲୀ : ଦେଶରେ ମହାମାରୀ କୋରୋନାକୁ ନେଇ ଅନେକ ଦୁର୍ଭାଗ୍ୟଜନକ ଖବର ଆସୁଛି । କିନ୍ତୁ ଏହାରି ମଧ୍ୟରେ ଆସିଛି ଖୁସି ଖବର। ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୭୬. ୨୪%କୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ଆଉ ୫୬ ହଜାର ସଂକ୍ରମିତ କୋରୋନାରୁ ସୁସ୍ଥ ହୋଇଛନ୍ତି। କୋଭିଡ୍‍ରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା’ ଚିକିତ୍ସିତ ହେଉଥିବା ଲୋକମାନଙ୍କ ସଂଖ୍ୟାର ସାଢ଼େ ତିନିଗୁଣକୁ ବୃଦ୍ଧି ପାଇଛି। ଏ ନେଇ ଦେଶରେ ୨୫ଲକ୍ଷରୁ ଅଧିକ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଦିଲ୍ଲୀ, ତାମିଲନାଡୁ, ବିହାର, ହରିଆଣା ଓ ଗୁଜରାତର ଆରୋଗ୍ୟ ହାର ୮୦ ପ୍ରତିଶତରୁ ଅଧିକ ରହିଛି।

Show More

Related Articles

Back to top button