Breaking PLUSଦେଶମୁଖ୍ୟ ଖବର

ଦେଶରେ କୋର୍ବେଭାକ୍ସ ଓ କୋଭାଭାକ୍ସ ଟିକାକୁ ମଞ୍ଜୁରୀ

ଦେଶରେ ଓମିକ୍ରନ ନେଇ ବିପଦ ଦେଖାଦେଉଥିବା ବେଳେ ଆସିଛି ଏକ ଆଶ୍ୱସ୍ତିକର ଖବର । ଏବେ ଆଉ ଦୁଇଟି କରୋନା ବିରୋଧୀ ଅସ୍ତ୍ରକୁ ମିଳିଛି ମଞ୍ଜୁରୀ । କୋର୍ବେଭାକ୍ସ ଓ କୋଭାଭାକ୍ସ ଟିକାକୁ ମଞ୍ଜୁରୀ ମିଳିଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ମାନବ ଦେହରେ ଜରୁରୀ ବ୍ୟବହାର ପାଇଁ ମିଳିଛି ଅନୁମତି ।

ଆଣ୍ଟି ଭାଇରାଲ ଡ୍ରଗ ମୋନଲୁପିରଭିର ଜରୁରୀ ବ୍ୟବହାର ନେଇ ମଧ୍ୟ ମିଳିଛି ଅନୁମତି । CDSCO ପକ୍ଷରୁ ଅନୁମିତି ମିଳିଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।

Show More

Related Articles

Back to top button