ମୁଖ୍ୟ ଖବର

ଖୁବ୍ ଶିଘ୍ର ସରିବ ଯୋଜିଲା ଟନେଲ ନିର୍ମାଣ କାର୍ଯ୍ୟ

ଭାରତରେ ନିର୍ମାଣ ହେଉଛି ଏସିଆ ମହାଦେଶର ସର୍ବବୃହତ୍ ଦ୍ୱିଦିଗୀୟ ଟନେଲ୍‌ । ଯାହାର ନାଁ ଯୋଜିଲା ଟନେଲ । ଜମ୍ମୁ କଶ୍ମୀରରେ ନିର୍ମାଣାଧୀନ ଏହି ଟନେଲ୍ ଯୁଦ୍ଧକାଳୀନ ଭିତ୍ତିରେ ଠିଆ ହେବାକୁ ପ୍ରସ୍ତୁତ ହେଲାଣି ।

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ସେପ୍ଟେମ୍ବର ୨୮ ରେ କହିଛନ୍ତି ଯେ ରଣନୀତିକ ଜୋଜିଲା ଟନେଲ ପ୍ରକଳ୍ପ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବ, ଅଧିକରୁ ଅଧିକ ୨୦୨୬ ପୂର୍ବରୁ ଶେଷ ହେବ ।  ନିର୍ମାଣ ସରିବା ପରେ ଏହା ଜମ୍ମୁ-କଶ୍ମୀର ଓ ଲେହ-ଲଦାଖର ଲାଇଫ ଲାଇନ ପାଲଟିବ ।

 

Show More

Related Articles

Back to top button