ଦେଶବ୍ୟକ୍ତିତ୍ୱସେଲିବ୍ରିଟିସ୍ୱାସ୍ଥ୍ୟ

ଗୁରୁତର ଅବସ୍ଥାରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

ଗୁରୁତର ଅବସ୍ଥାରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । ତାଙ୍କ ସ୍ଥିତି ବର୍ତ୍ତମାନ ଗମ୍ଭୀର ହେବାରେ ଲାଗିଛି । ବ୍ରେନ୍‌ ଡେଡ୍‌ ଅବସ୍ଥାରେ ଡାକ୍ତରୀ ଟିମ୍‌ ତାଙ୍କ ସେବା କରୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜୁଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସକ୍ସେନା ।

ଡାକ୍ତରଙ୍କ ସୂଚନା ଅନୁଯାୟୀ, ରାଜୁଙ୍କ ମସ୍ତିଷ୍କ କାମ କରୁନାହିଁ । ଏବେ ବି ସେ ଆଇସିୟୁରେ ଭେଣ୍ଟିଲେଟରରେ ରହିଛନ୍ତି। ତାଙ୍କ ହାର୍ଟରେ ମଧ୍ୟ ସମସ୍ୟା ରହିଛି ।

କିଛିଦିନ ତଳେ ରାଜୁ ଶ୍ରୀବାସ୍ତବ ଜିମରେ ବ୍ୟାୟାମ କରୁଥିବା ସମୟରେ ହୃଦ୍‌ଘାତର ଶିକାର ହୋଇଥିଲେ । ସେବେଠାରୁ ସେ ଦିଲ୍ଲୀର AIIMSରେ ଭର୍ତ୍ତି ହୋଇଛନ୍ତି।  ଗତ ଆଠ ଦିନ ଧରି ତାଙ୍କ ଚେତା ଫେରୁନାହିଁ । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଛନ୍ତି ।

 

Show More

Related Articles

Back to top button