Breaking PLUSଓଡ଼ିଶାମୁଖ୍ୟ ଖବର

ଖସୁଛି ପାରଦ, 5ଡିଗ୍ରୀ ତଳେ 5ସହର

ଭୁବନେଶ୍ୱର : ରାଜ୍ୟରେ ଶୀତ ଅନୁଭୂତ ହେବା ସହ ଖସୁଛି ପାରଦ। ୧୫ ଡିଗ୍ରୀ ତଳେ ୫ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୧୧.୪ ଡିଗ୍ରୀ ସହ କନ୍ଧମାଳର ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର। କୋରାପୁଟ ୧୧.୭, ସିମିଳିଗୁଡା ୧୨, ଦାରିଙ୍ଗବାଡି ୧୩.୫ ଡିଗ୍ରୀ, କିରେଇ ୧୪.୫, ଫୁଲବାଣୀ ୧୫, କଟକ ୨୦, ଭୁବନେଶ୍ୱର ୨୦.୨ ଡିଗ୍ରୀ ରେକର୍ଡ କରାଯାଇଛି।

Show More

Related Articles

Back to top button