Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଇସ୍ରାଏଲ ନିୟନ୍ତ୍ରଣରେ ଉତ୍ତର ଗାଜାରେ ଥିବା ହମାସର ଗଡ, 150 ଆତଙ୍କବାଦୀ ସଫା

ତେଲଅଭିବ-ଉତ୍ତର ଗାଜାରେ ଥିବା ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସ ଗଡକୁ ନିୟନ୍ତ୍ରଣକୁ ନେଇଛି ଇସ୍ରାଏଲ ସେନା । ଶନିବାର ଇସ୍ରାଏଲ ଡିଫେନ୍ସ ଫୋର୍ସେସ ପକ୍ଷରୁ ଜାରି ହୋଇଥିବା ବୟାନରେ ଏହା କୁହାଯାଇଛି । ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରି ଏଠାରେ ଥିବା ସୁଡଙ୍ଗକୁ ଧ୍ୱଂସ କରାଯିବା ସହ ଏଠାରେ ଲୁଚିରହିଥିବା 150 ଆତଙ୍କବାଦୀକୁ ମାରି ଦିଆଯାଇଛି ।

401 ବି ବ୍ରିଗେଡ ପ୍ରାୟ 150 ଆତଙ୍କବାଦୀଙ୍କୁ ମାରିଛନ୍ତି ଏବଂ ଉତ୍ତର ଗାଜାରେ ଥିବା ଆତଙ୍କବାଦୀଙ୍କ ସମସ୍ତ ଗଡକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ଗାଜାରେ ରାତି ସାରା ଲଢେଇ ଜାରି ରହିଛି । ଆଜି ସକାଳେ ମଧ୍ୟ ଗାଜା ସୀମା ଉପରେ ଇସ୍ରାଏଲର କିବତ୍ଜରେ ବିପଦ ସାଇରନ ବାଜିଥିଲା

Show More

Related Articles

Back to top button