Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ସନଫ୍ରାନ୍ସିକୋରେ ପହଞ୍ଚିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ

ସନ ଫ୍ରାନ୍ସିସକୋ- ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଚୀନ-ଆମେରିକା ଶିଖର ବୈଠକରେ ଯୋଗ ଦେବା ପାଇଁ ମଙ୍ଗଳବାର ସନ ଫ୍ରାନ୍ସିସକୋରେ ପହଞ୍ଚିଛନ୍ତି । ଗଣମାଧ୍ୟମର ସୂଚନା ମୁତାବକ, ସନ ଫ୍ରାନ୍ସିସକୋରେ ଜିନପିଙ୍ଗ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ । ବିଶ୍ୱରେ ଲାଗିରହିଥିବା ଅସ୍ଥିରତା ମଧ୍ୟରେ ବାଇଡେନ-ଜିନପିଙ୍ଗଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ଦୁଇଦେଶ ମଧ୍ୟରେ ସମ୍ପର୍କକୁ ସୁଧାରିବା ଉପରେ ଗୁରୁତ୍ୱ ଦିଆଯିବ ।

Show More

Related Articles

Back to top button