Breaking PLUSଦେଶମୁଖ୍ୟ ଖବର

ପିଲାଙ୍କ ଟିକାକୁ ମିଳିନି ଅନୁମତି

ଛୋଟ ପିଲାଙ୍କ ଟିକାକୁ ମିଳିନି ଅନୁମତି । ଏନେଇ ସ୍ପଷ୍ଟୀକରଣ ରଖିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କୋଭାକ୍ସିନ ଟିକାକୁ ଡିସିଜିଆଇର ଅନୁମତି ଖବରକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବିଣ ପୱାର । ଏହା ସହ ସେ କହିଛନ୍ତି, ଏବେବି ସମୀକ୍ଷା ଚାଲିଛି । ଏକର୍ପଟ କମିଟି ସହ ତର୍ଜମା ଚାଲିଛି ଏବଂ ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆର ଅନୁମତି ପରେ ଏହା ୨ରୁ ୧୮ବର୍ଷ ପିଲାଙ୍କୁ ଦିଆଯିବ । ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କରୋନା ଟିକା ଦେବା ନେଇ ଡିସିଜିଆଇ ଅନୁମତି ଦେଇଥିବା ନେଇ ଖବର ପ୍ରକାଶ ପାଇଥିଲା ।

Show More

Related Articles

Back to top button