Breaking PLUSଓଡ଼ିଶାମୁଖ୍ୟ ଖବର

ପିପିଲି ଉପନିର୍ବାଚନ ଲାଗି ଆଜିଠାରୁ ଆରମ୍ଭ ହେଲା ପ୍ରଚାର

ପିପିଲି ଉପନିର୍ବାଚନ ଲାଗି ଆଜିଠାରୁ ଆରମ୍ଭ ହେବ ପ୍ରଚାର । ବିଜେଡି ବିଜେପି ଓ କଂଗ୍ରେସ ନିଜ ନିଜ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରି ସାରିଛନ୍ତି । କୋଭିଡ କଟକଣା ଭିତରେ ହେବାକୁ ଥିବା ପ୍ରଚାରରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିରୁ ତିନି କେନ୍ଦ୍ରମନ୍ତ୍ରୀ ଓ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ନାଁ ରହିଛି ।

ପିପିଲି ଉପନିର୍ବାଚନ ଲାଗି ଆଜିଠାରୁ ଆରମ୍ଭ ହେବ ପ୍ରଚାର । ବିଜେଡି ବିଜେପି ଓ କଂଗ୍ରେସ ନିଜ ନିଜ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରି ସାରିଛନ୍ତି । କୋଭିଡ କଟକଣା ଭିତରେ ହେବାକୁ ଥିବା ପ୍ରଚାରରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିରୁ ତିନି କେନ୍ଦ୍ରମନ୍ତ୍ରୀ ଓ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ନାଁ ରହିଛି । ବଡ ବଡ ଶୋଭାଯାତ୍ରା ନକରି ଏଥର ଛୋଟ ଛୋଟ ସଭା ଓ ଡୋର ଟୁ ଡୋର କ୍ୟାମ୍ପେନ ଉପରେ ଯୋର ଦେଇଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ।କୋଭିଡ କଟକଣା ଭିତରେ ଧାର୍ଯ୍ୟ ଗାଇଡ ଲାଇନ ଅନୁସାରେ ପ୍ରଚାର କରିବାକୁ ବିଜେଡି ବିଜେପି ଓ କଂଗ୍ରେସ ନିଜ ନିଜର ସାନି ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରି ସାରିଛନ୍ତି ।

Show More

Related Articles

Back to top button