Breaking PLUSଓଡ଼ିଶାମୁଖ୍ୟ ଖବର

ମାଲକାନଗିରି ସ୍ଵାଭିମାନ ଅଞ୍ଚଳ ଗସ୍ତରେ ବିଏସଏଫ୍ ଆଇଜି ମଧୁସୂଦନ ଶର୍ମା

ବିଏସଏଫ୍ ଆଇଜି ମଧୁସୂଦନ ଶର୍ମାଙ୍କ ମାଲକାନଗିରି ସ୍ଵାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ଏହି ଅବସରରେ ଯବାନମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି ।

ବିଏସଏଫ୍ ଆଇଜି ମଧୁସୂଦନ ଶର୍ମାଙ୍କ ମାଲକାନଗିରି ସ୍ଵାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ଏହି ଅବସରରେ ଯବାନମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି । ସେ ପ୍ରଥମେ ନୂତନ ଭାବେ ନିର୍ମିତ ଟେମୁର୍ ପଲ୍ଲୀ ବିଏସଏଫ୍ କ୍ୟାମ୍ପ ବୁଲିବା ପରେ ଯବାନ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ହନ୍ତାଲଗୁଡା, କର୍ତ୍ତାପଳିଆ ଅଞ୍ଚଳରେ ହେଲିକପ୍ଟରରେ ଉଡାଣ ଭରିଥିଲେ। ମାଲକାନଗିରିରେ ପହଞ୍ଚି ବିଏସଏଫ୍ ଅଧିକାରୀଙ୍କ ସହ ଵୈଠକ କରି ମାଓ ଦମନ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

Tags
Show More

Related Articles

Back to top button
Close