Breaking PLUSଓଡ଼ିଶାମୁଖ୍ୟ ଖବର

ମାଲକାନଗିରି ସ୍ଵାଭିମାନ ଅଞ୍ଚଳ ଗସ୍ତରେ ବିଏସଏଫ୍ ଆଇଜି ମଧୁସୂଦନ ଶର୍ମା

ବିଏସଏଫ୍ ଆଇଜି ମଧୁସୂଦନ ଶର୍ମାଙ୍କ ମାଲକାନଗିରି ସ୍ଵାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ଏହି ଅବସରରେ ଯବାନମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି ।

ବିଏସଏଫ୍ ଆଇଜି ମଧୁସୂଦନ ଶର୍ମାଙ୍କ ମାଲକାନଗିରି ସ୍ଵାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ଏହି ଅବସରରେ ଯବାନମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି । ସେ ପ୍ରଥମେ ନୂତନ ଭାବେ ନିର୍ମିତ ଟେମୁର୍ ପଲ୍ଲୀ ବିଏସଏଫ୍ କ୍ୟାମ୍ପ ବୁଲିବା ପରେ ଯବାନ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ହନ୍ତାଲଗୁଡା, କର୍ତ୍ତାପଳିଆ ଅଞ୍ଚଳରେ ହେଲିକପ୍ଟରରେ ଉଡାଣ ଭରିଥିଲେ। ମାଲକାନଗିରିରେ ପହଞ୍ଚି ବିଏସଏଫ୍ ଅଧିକାରୀଙ୍କ ସହ ଵୈଠକ କରି ମାଓ ଦମନ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

Show More

Related Articles

Back to top button