Breaking PLUSଓଡ଼ିଶାମୁଖ୍ୟ ଖବର

କେନାଲରେ ଗାଧୋଇବା ବେଳେ ବୁଡିଗଲେ

କେନାଲରେ ଗାଧେଇବା ହେଲା କାଳ । ପାଣିରେ ବୁଡି ଚାଲିଗଲା ଜୀବନ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଡ଼ିୟାଲି ପଦର ରେତ୍ କେନାଲରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଭବାନୀପାଟଣାର ବିଶିଷ୍ଟ ବ୍ୟବସାୟୀ ପ୍ରିୟବ୍ରତ ପାଣିଗ୍ରାହୀଙ୍କ ଏକ ମାତ୍ର ପୁଅ ପ୍ରୀତିଶ ପାଣିଗ୍ରାହୀ କୋନାଲରେ ଗାଧୋଇବା ବେଳେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି । ଗାଧୋଇବା ବେଳେ ଏଭଳି ଅଘଟଣ ଘଟିଥିଲା । ଗତକାଲି ସନ୍ଧ୍ୟାରୁ ଅଗ୍ନିଶମ ବିଭାଗ ପକ୍ଷରୁ ତଲାସୀ ଅଭିଯାନ କରାଯାଇଥିଲା ।

Show More

Related Articles

Back to top button