Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

କ୍ୟାରିୟରରେ 5ଶହ ତମ ବିଜୟ ହାସଲ କଲେ ବୋପନ୍ନା, କହିଲେ ଏହା ବାସ୍ତବରେ ସ୍ୱତନ୍ତ୍ର ଅନୁଭୂତି

ମେଲବୋର୍ଣ୍ଣ, 20 ଜାନୁୟାରୀ – 43 ବର୍ଷ ବୟସରେ ଦମଦାର ପ୍ରଦର୍ଶନ କରି ରୋହନ ବୋପନ୍ନା ଅଷ୍ଟ୍ରେଲିଆନ ଓପନ 2024ରେ ଟେନିସରେ ନିଜ କ୍ୟାରିୟରର 5ଶହ ତମ ବିଜୟ ରେକର୍ଡ କରି ଭାରତକୁ ଗୌରବାନିତ୍ୱ କରିଛନ୍ତି । ବୋପନ୍ନା ଓ ମେଥ୍ୟୁ ଏବଡେନ ପୁରୁଷ ଯୁଗଳର ପ୍ରଥମ ଭାଗରେ ଜେମ୍ସ ଡକୱର୍ଥ ଓ ମାର୍କ ପୋଲମେନ୍ସଙ୍କୁ ହରାଇ 5ଶହ ତମ ବିଜୟ ରେକର୍ଡ କରିଛନ୍ତି । ଏହି ଅବସରରେ ବୋପନ୍ନା କହିଛନ୍ତି ଯେ, ଏହା ପ୍ରକୃତରେ ଏକ ସ୍ୱତନ୍ତ୍ର ଅନୁଭୂତି, କି ମୁଁ ନିଜକୁ 5ଶହ ବିଜୟ ଦେଇଛି । ଏହି ଯାତ୍ରାରେ ବହୁତ ବଳିଦାନ ଦେବାକୁ ପଡିଛି, ଏବଂ ଏହି ସମୟରେ ଅନେକ ଲୋକ ମୋ ସହ ଥିଲେ ବୋଲି ବୋପନ୍ନା କହିଛନ୍ତି ।

Show More

Related Articles

Back to top button