Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ
କରୋନାରେ ଆକ୍ରାନ୍ତ ହେଲେ ବଲିଉଡ୍ ଅଭିନେତ୍ରୀ ଲାରା ଦୁତ୍ତା
ଶୁକ୍ରବାର ସେ କରୋନା ପଜାଟିଭ ବୋଲି ଜଣାପଡ଼ିଥିଲେ।

ବଲିଉଡ୍ ଅଭିନେତ୍ରୀ ଲାରା ଦୁତ୍ତା କରୋନା ଆକ୍ରାନ୍ତ। ସେ କୋଭିଡ-୧୯ରେ ସଂକ୍ରମିତ ହେବା ପରେ ତାଙ୍କ ଘର ବାହାରେ ବମ୍ବେ ମହାନଗର ନିଗମ(ବିଏମ୍ସି)ପକ୍ଷରୁ ନୋଟିସ୍ ଲଗାଯାଇଛି। ଶୁକ୍ରବାର ସେ କରୋନା ପଜାଟିଭ ବୋଲି ଜଣାପଡ଼ିଥିଲେ। ଜଣାପଡିବା ପରେ କରୋନା ନିୟମାନୁସାରେ ତାଙ୍କ ଘରକୁ ସିଲ୍ କରାଯାଇଛି। ବାନ୍ଦ୍ରାରେ ଥିବା ଲାରାଙ୍କ ଘରକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି।