Breaking PLUSଓଡ଼ିଶାମୁଖ୍ୟ ଖବର

ହୀରାକୁଦ ଜଳଭଣ୍ତାରରେ ପକ୍ଷୀଗଣନା ଆରମ୍ଭ

ଭୁବନେଶ୍ୱର, 8 ଜାନୁୟାରୀ – ଆଜି ହୀରାକୁଦ ଜଳଭଣ୍ତାରରେ ପକ୍ଷୀଗଣନା ଆରମ୍ଭ ହୋଇଛି । ହୀରାକୁଦ ୱାଇଲ୍ଡ ଲାଇଫ ଡିଭିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ଛତିଶଗଡ ସଂଲଗ୍ନ ଜଳଭଣ୍ତାରରେ ପକ୍ଷୀ ଗଣନା କରାଯିବ । ହୀରାକୁଦ ଡ୍ୟାମ ଆରମ୍ଭରୁ ଛତିଶଗଡ ସୀମାନ୍ତ ପର୍ଯ୍ୟନ୍ତ ଗଣନା କରାଯିବ ।ଏଥିପାଇ 21ଟି ସେକ୍ଟର ଗଠନ କରାଯାଇଛି । ୩୦ ଜଣ ବନ ଅଧିକାରୀ, ପକ୍ଷୀ ବିଶେଷଜ୍ଞ ଓ ଗଣନାକାରୀଙ୍କ ସହ 78 ଜଣ ଏହି ଗଣନକାରୀ ଟିମରେ ସାମିଲ ହୋଇଛନ୍ତି ।

Show More

Related Articles

Back to top button