Breaking PLUSଦେଶମୁଖ୍ୟ ଖବରରାଜନୀତି

ପିଏମ ମୋଦିଙ୍କୁ ଭେଟିଲେ ବିହାର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ- ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉଭୟ ନେତାଙ୍କ ସାକ୍ଷାତ ଫଟୋ ସେୟାର କରି ଏକ୍ସ ପୋଷ୍ଟରେ ସୂଚନା ଦେଇଛି ।

Show More

Related Articles

Back to top button