Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତାକାଲି ଠାରୁ ବନ୍ଦ ରହିବ ଭିତରକନିକା

ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ ଅଭ୍ୟାୟରଣ୍ୟ । କୁମ୍ଭୀର ଗଣନା ପାଇଁ ଏହି ଅଭ୍ୟାୟରଣ୍ୟକୁ ଆସନ୍ତାକାଲି ଠାରୁ ଜାନୁଆରୀ ୨୩ ଯାଏ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ବୋଲି ସୂଚନା ମିଳିଛି

ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ ଅଭ୍ୟାୟରଣ୍ୟ । କୁମ୍ଭୀର ଗଣନା ପାଇଁ ଏହି ଅଭ୍ୟାୟରଣ୍ୟକୁ ଆସନ୍ତାକାଲି ଠାରୁ ଜାନୁଆରୀ ୨୩ ଯାଏ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଆସନ୍ତାକାଲି ଠାରୁ ଜାନୁଆରୀ ୨୩ ଯାଏ କୌଣସି ପର୍ଯ୍ୟଟକଙ୍କୁ ଭିତରକନିକା ମଧ୍ୟକୁ ପ୍ରବେଶ କରାଯିବ ନାହିଁ । ପୂର୍ବରୁ ମହାମାରୀ କରୋନା ପାଇଁ ମଧ୍ୟ ରାଜ୍ୟର ବହୁ ପର୍ଯ୍ୟଟନ ସ୍ଥଳୀ ଦୀର୍ଘ ଦିନ ପାଇଁ ବନ୍ଦ ରହିଥିଲା ।

Show More

Related Articles

Back to top button