Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ପବିତ୍ର ମକର ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଚୌରାଅଶି ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜି ଦିନେର ସୂର୍ଯ୍ୟ ଦେବତା ଧନୁ ରାଶିରୁ ମକର ରାଶିକୁ ପ୍ରେବଶ କରିଥାନ୍ତି । ଏଥିପାଇଁ ଅଜି ଦିନକୁ ମକର ସଂକ୍ରାନ୍ତି ଭାବେର ପାଳନ କରାଯାଏ ।

ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜି ଦିନେର ସୂର୍ଯ୍ୟ ଦେବତା ଧନୁ ରାଶିରୁ ମକର ରାଶିକୁ ପ୍ରେବଶ କରିଥାନ୍ତି । ଏଥିପାଇଁ ଅଜି ଦିନକୁ ମକର ସଂକ୍ରାନ୍ତି ଭାବେର ପାଳନ କରାଯାଏ ।

ଚାରିଆଡେ ମକର ଚାଉଳ ଓ ଗୁଡି ଉଡାର ଆସର ଜମିଥିବା ବେଳେ ଶ୍ରୀମନ୍ଦିରେର ବି ସ୍ୱତନ୍ତ୍ର ନୀତିକାନ୍ତେିର ପୂଜା ପାଉଛନ୍ତି ଶ୍ରୀଜୀଉ । ଶ୍ରୀମନ୍ଦିରେର ଆଜି ମକର ସଂକ୍ରାନ୍ତି ଉପଲେକ୍ଷ ମକର ଚୌରାଅଶି ବେଶେର ଭକ୍ତ ମାନଙ୍କୁ ଦଶର୍ନ ଦେଉଛନ୍ତି ମହାପ୍ରଭୁ ।

ପ୍ରତିବର୍ଷ ଏହି ବେଶେର ବେଶ ହୋଇଥାନ୍ତି ଶ୍ରୀଜୀଉ । ତେ ବେ ଆଜି ଶ୍ରୀମନ୍ଦିରେର ମକର ସଂକ୍ରାନ୍ତି ବେଶ୍ ଧୁମଧାମ୍ ରେ ପାଳନ ହେବା ସହିତ ମକର ଚୌରାଅଶି ବେଶେର ବିଭୂଶିତ ହୋଇଛନ୍ତି ଚତ୍ତୁର୍ଦ୍ଧାମୂରତି ।

Show More

Related Articles

Back to top button