Breaking PLUSଓଡ଼ିଶାମୁଖ୍ୟ ଖବର

ସକାଳ 8.30 ସୁଦ୍ଧା ଭବାନୀପାଟଣା ସବୁଠୁ ଉତ୍ତପ୍ତ

ଭୁବନେଶ୍ଵର- ସକାଳୁ ନିଆଁ ବର୍ଷା । ସକାଳ ସାଢେ ୮ରେ ୩୫ ଡିଗ୍ରୀ ସହ ଭାବନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ବଲାଙ୍ଗୀରରେ ୩୪.୨, ରାଉରକେଲା ୩୩.୪, କଟକ ୩୩ ଡିଗ୍ରୀ , ବାରିପଦା, କେନ୍ଦୁଝର, ଝାରସୁଗୁଡା ଓ ବାଲେଶ୍ଵର​‌ରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସକାଳ ସାଢେ ୮ ସୁଦ୍ଧା ଭୁବନେଶ୍ଵରରେ ତାପମାତ୍ରା ୩୨.୨ ହିଗ୍ରୀ ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button