Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଜେଫ୍ ବେଜୋସଙ୍କୁ ପଛରେ ପକାଇ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ବେନାର୍ଡ ଆର୍ନଲ୍ଟ

ବିଗତ ଲମ୍ବା ସମୟ ଧରି ଦୁନିଆର ଧନୀ ବ୍ୟକ୍ତିଙ୍କ ସୂଚୀର ପ୍ରଥମରେ ଥିବା ଆମାଜନର ଫାଉଣ୍ଡର ରେଫ ବେଜୋସଙ୍କ ରାଜତ୍ୱ ଏବେ ଶେଷ ହୋଇଛି । ତାଙ୍କର ବାଦଶାହତ ଶେଷ କରିଥିବା ଲୁଇସ ଭୁଇସନ କମ୍ପାନୀର ମାଲିକ ବେନାର୍ଡ ଆର୍ନଲ୍ଟ । ବେର୍ନାର୍ଡ ଆର୍ନଲ୍ଟ ଜେଫ ବେଜୋସଙ୍କୁ ପଛରେ ପକାଇ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ର ତାଜ୍ ନିଜ ନାମରେ କରିଛନ୍ତି ।

ବିଗତ ଲମ୍ବା ସମୟ ଧରି ଦୁନିଆର ଧନୀ ବ୍ୟକ୍ତିଙ୍କ ସୂଚୀର ପ୍ରଥମରେ ଥିବା ଆମାଜନର ଫାଉଣ୍ଡର ରେଫ ବେଜୋସଙ୍କ ରାଜତ୍ୱ ଏବେ ଶେଷ ହୋଇଛି । ତାଙ୍କର ବାଦଶାହତ ଶେଷ କରିଥିବା ଲୁଇସ ଭୁଇସନ କମ୍ପାନୀର ମାଲିକ ବେନାର୍ଡ ଆର୍ନଲ୍ଟ । ବେର୍ନାର୍ଡ ଆର୍ନଲ୍ଟ ଜେଫ ବେଜୋସଙ୍କୁ ପଛରେ ପକାଇ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ର ତାଜ୍ ନିଜ ନାମରେ କରିଛନ୍ତି । ବର୍ତମାନ ବେନାର୍ଡ ଫୋର୍ବସ ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛନ୍ତି । ବେନାର୍ଡ ଆର୍ନଲ୍ଟ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ନିଜ କମ୍ପାନୀ ଲୁଇସ ଭୁଇସନ ପାଇଁ ବନିଛନ୍ତି । ଗତ କିଛି ଦିନ ଧରି ତାଙ୍କ କମ୍ପାନୀ ଲୁଇସ ଭୁଇସନ ଲଗାତର ଭାବରେ ଭଲ ବ୍ୟବସାୟ କରୁଛି । ଏଥିପାଇଁ ଏହି କମ୍ପାନୀର ସେୟାରରେ ଭଲ ଉତ୍ସାହ ଦଖିବାକୁ ମିଳିଛି । ସେୟାରରେ ଉତ୍ସାହ ସହ କମ୍ପାନୀର ବାଲ୍ୟୁ ବି ଦୃତ ଭାବରେ ବଢୁଛି । ଏହାର ଫାଇଦା କମ୍ପାନୀର ମାଲିକ ବେନାର୍ଡ ଆର୍ନଲ୍ଟଙ୍କୁ ମିଳିଛି ଓ ସେ ଫୋର୍ବସ ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ସୂଚୀରେ ଜେଫ ବେଜୋସଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନକୁ ଆସିଛନ୍ତି ।
ଲିଷ୍ଟ ଅନୁସାରେ ୧୯୮୯୦ କୋଟି ଡଲାରର ସଂପତ୍ତି ଏବେ ତାଙ୍କର ରହିଛି । ଦ୍ୱିତୀୟ ସ୍ଥାନରେ ଥିବା ଜେଫ ବେଜୋସଙ୍କ ମୋଟ ସଂପତି ୧୯୪୯୦ କୋଟି ଡଲାର ରହିଛି ।

Show More

Related Articles

Back to top button