Breaking PLUSଓଡ଼ିଶାମୁଖ୍ୟ ଖବର

ବସ୍‌‌ଷ୍ଟାଣ୍ଡରେ ଦୁର୍ଘଟଣା – ୨ ମୃତ, ଜଣେ ଗୁରୁତର

ଆସିକା : ଗଞ୍ଜାମ ପାଟପୁର ଥାନା ପୋଡାମାରି ବସ୍‌‌ଷ୍ଟାଣ୍ଡରେ ବୁଧବାର ସଡକ ଦୁର୍ଘଟଣା ଘଟିଛି। ବସ୍‌‌ଷ୍ଟାଣ୍ଡରେ କାର୍‌‌ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ବସ୍‌‌କୁ ଅପେକ୍ଷା କରିଥିବା ବେଳେ ହଠାତ୍‌‌ କାର ମାଡିଯିବାରୁ ଏହି ଦୁର୍ଘଟଣା ଘଟିଛି। ଗୁରୁତର ଜଣଙ୍କୁ ଚିକିତ୍ସା ପାଇଁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟରାର ତଦନ୍ତ ଜାରି ରଖିଛି।

Show More

Related Articles

Back to top button